ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାୟିତ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାୟିତ୍ବ   ବିଶେଷ୍ୟ

ଅର୍ଥ : କୌଣସି ପଦ ବା କାର୍ଯ୍ୟର ଉତ୍ତରଦାୟିତ୍ବ ବା କୌଣସି କାର୍ଯ୍ୟର ନିର୍ବାହ ତଥା ସଞ୍ଚାଳନର ସମସ୍ତ କାର୍ଯ୍ୟଭାର

ଉଦାହରଣ : ରାଷ୍ଟ୍ରପତି ନବନିଯୁକ୍ତ ଉପ-ରାଷ୍ଟ୍ରପତିଙ୍କୁ ତାଙ୍କର କାର୍ଯ୍ୟଭାର ସମର୍ପିଦେଲେ

ସମକକ୍ଷ : କାର୍ଯ୍ୟଭାର


ଅନ୍ୟ ଭାଷାରେ ଅନୁବାଦ :

किसी कार्य या पद का उत्तरदायित्व या किसी कार्य के निर्वाह तथा संचालन की पूरी जिम्मेदारी।

राष्ट्रपति ने नव नियुक्त उपराष्ट्रपति को उनका कार्यभार सौंप दिया।
कार्य-भार, कार्यभार, पद-भार, पदभार, प्रभार

Work that a person is expected to do in a specified time.

work load, workload